ପାଣିରେ ବୁଡ଼ି ୨ ମୃତ,୨ଗୁରୁତର

0 142

କୋରାପୁଟ,୨୩/୬(ଏସ ଏସ ନିଉଜ)ମାଝୀଗୁଡ଼ା ଗାଁରେ ପାଣିରେ ବୁଡ଼ି ୨ ନାବାଳକ ମୃତୁବାରଣ କରିବାସହ ୨ଜଣ ଗୁରୁତର ହୋଇଛନ୍ତି ।ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାଡ଼ିଆରେ ବୁଡ଼ି ମୃତୁବାରଣ କରିଛନ୍ତି । ବର୍ଷା ଯୋଗୁ ଗାଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଥିଲା ।ଖେଳିବା ବେଳେ ଅସାବଧାନତାରୁ ପଡ଼ିଯାଇଥିବା ସନ୍ଦେହ କରାଯାଇଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.