ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ରେଡ୍‌

0 198

ଭୁବନେଶ୍ୱର,୧୧/୮(ଏସଏସନିୟୁଜ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ଘରେ ଚଢ଼ାଉ ଜାରି ରହିଛି । ସେ ଭୁବନ ବ୍ଲକ ଦିଘା ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିବାବେଳେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଆଜି ଏକକାଳୀନ ତୁମୁସିଂଗାର ଧୋବାବାହାଳୀରେ ଥିବା ପୈତୃକ ଘର, କାମାକ୍ଷାନଗରରେ ଥିବା ଏକ ୨ ମହଲା ଘର ସହ କେରଜଳି ପଂଚାୟତରେ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ

Leave A Reply

Your email address will not be published.