ପଞ୍ଚାୟତ ଗେଟ୍ ଉଦଘାଟନ କଲେ ଜଟଣୀବିଧାୟକ

0 184

ଜଟଣୀ,୭/୧(ଏସଏସନିୟୁଜ)ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଞ୍ଚଳ ର ସମ୍ମାନ ଓ ସ୍ୱାଭିମାନ ର ପ୍ରତିକ ସାଜିଥିବା ପଞ୍ଚାୟତ ଗେଟ୍ କୁ ଲୋକାର୍ପଣକରିଛନ୍ତି ।ଯାହାକି ଗର୍ବ ଓ ଗୈାରବର ସ୍ମରକ ପାଲଟିଛି ।ସେହିଭଳିଭାବେ ଛଣଘର ପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ମା ଖଣ୍ଡୁଆଳି ଉଦ୍ୟାନ ରେ ଏକ ଗୋଷ୍ଟି ଶୌଚାଳୟର ମଧ୍ୟ ଉଦଘାଟନ କରିଛନ୍ତି ।ଏହି ଉଦ୍‌ଘାଟନ ଉସ୍‌ବରେ ଦଳୀୟକର୍ମୀମାନଙ୍କ ସହ ଲୋକପ୍ରତିନିଧି ଓ ପଂଚାୟତବାସୀ ଉପସ୍ଥିତଥିଲେ ।

 

Leave A Reply

Your email address will not be published.