ପରକରି ଚାଲିଗଲେ ଶାନ୍ତିଲତା

0 402

ବାରଙ୍ଗ,୨/୫(ଏସଏସନିୟୁଜ)ଚାଲିଗଲେ ଶାନ୍ତିଲତା ।ବୟସ ଏତେଟା ହୋଇନଥିଲେ ମଧ୍ୟ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଗଲେ । ପଟିଆଗଡର ପରିଡା ପରିବାରରୁ ରବିବାର ଦିନ ଆଉଜଣେ ନେଇଛନ୍ତି ବିଦାୟ ।ଏହି ଧର୍ମପ୍ରାଣ ମହିଳା ହେଉଛନ୍ତି ଶାନ୍ତିଲତା ପରିଡା(୫୨) ।ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁଖବର ମିଳିବାପରେ ଆମ୍‌ିୟସ୍ୱଜନମାନେ ପହଁଚି ଶେଷଦର୍ଶନ କରିଥିଲେ । ଗ୍ରାମଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ବଡପୁଅ ନବଘନ ମୁଖାଗ୍ନି ଦେଇଥିଲେ ।ସେ ଜଣେ ମେଳାପି,ଭଗବାନବିଶ୍ୱାସୀ ତଥା ପରୋପକାରୀ ଧର୍ମପ୍ରାଣ ମହିଳା ହୋଇଥିବାରୁ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.