ପଶ୍ଚିମାଝଡ଼ ପ୍ରଭାବରେ ଲାଗିଛି ବର୍ଷା

0 203

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି।ବିଜୁଳି, ଘଡ଼ଘଡ଼ି ସହ ଲାଗିରହିଛି ବର୍ଷା ଓ ପବନ।ବାଲେଶ୍ବର, ନୂଆପଡ଼ା, କୋରାପୁଟ, ମୟୂରଭଞ୍ଜରେ ବର୍ଷା ହେଉଥିବାବେଳେ ନୟାଗଡ଼ ଓ କନ୍ଧମାଳରେ କୁଆପଥର ବର୍ଷା ସହ ଝଡ଼ପବନ ଓ ବଲାଙ୍ଗିର ଓ ସମ୍ବଲପୁରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି।

Leave A Reply

Your email address will not be published.