ତ୍ରିଶୁଳିଆରେ ହେବ ଦ୍ବିତୀୟ ବ୍ରିଜ୍

0 267

ଭୁବନେଶ୍ୱର,୧୮।୩(ଏସଏସ ନିଉଜ)ତ୍ରିଶୁଳିଆରେ ହେବ ଦ୍ବିତୀୟ ବ୍ରିଜ୍ ।କାଠଯୋଡ଼ି ନଦୀରେ ତ୍ରିଶୁଳିଆଠାରେ ହେବ ଦ୍ବିତୀୟ ବ୍ରିଜ୍ lପ୍ରେସମିଟରେ ପୂର୍ତ୍ତମନ୍ତ୍ରୀ ଏବଂ ପୂର୍ତ୍ତସଚିବ ଦେଲେ ଏହି ସୂଚନା lଦ୍ବିତୀୟ ବ୍ରିଜ୍ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି lଚଳିତ ବର୍ଷ ବ୍ରିଜ୍ କାମ ଆରମ୍ଭହେବ କହିଲେ ପୂର୍ତ୍ତ ସଚିବ l

Leave A Reply

Your email address will not be published.