ପିଅନ ପାଇଁ ବିଭ୍ରାଟ!

ସ୍କୁଲ ଗେଟ୍‌ରେ ତାଲା ପକାଇଲେ ପରୀକ୍ଷାର୍ଥୀ

0 63

ଭୁବନେଶ୍ୱର,୨୬।୨(ଏସଏସନିଉଜ) ଜଣେ ପିଅନ କପିଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି।ଭଦ୍ରକରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଛି।ଏହାକୁ ନେଇ ଭଦ୍ରକାଳୀ ହାଇସ୍କୁଲରେ ଉତ୍ତେଜନା ଦେଖାଦେଇଛି।ସ୍କୁଲ ଜଣେ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପିଦେଉଥିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଥିଲା।ପରୀକ୍ଷାପରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ପରୀକ୍ଷାର୍ଥୀ।
ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବ୍ଲକ ଶିକ୍ଷାଅଧିକାରୀ।ଏହି ଘଟଣାରେ ପିଅନଙ୍କୁ ଉଠାଇନେଇ ଗ୍ରାମାଞ୍ଚଳ ଥାନା ପୋଲିସର ପଚରାଉଚରା ଆରମ୍ଭ କରିଛି।

Leave A Reply

Your email address will not be published.