ପିଚୁ କଡ଼େଇରେ ପଡ଼ିଲେ ୩ ଶିଶୁ

0 409

କେନ୍ଦୁଝର, ୨୦/୩(ଏସଏସ ନିଉଜ)ବାମେବାରୀ ଥାନା କନକନା ଗାଁରେ ଅସାବଧାନତା କାରଣରୁ ୩ଜଣ ଶିଶୁ ପିଚୁ କଡେଇରେ ପଡ଼ିଯାଇଥିବା ଖବର ଆସିଛି । ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ସମସ୍ତ ଶିଶୁମାନଙ୍କୁ ଉଦ୍ଧାର କରି
ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.