ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

0 122

ସତ୍ୟବାଦୀ,୨୦/୩(ଏସଏସ ନିଉଜ) ଆଳିସ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ପୋଡିଯାଇଛି । ଧ୍ରୁବ ପ୍ରଧାନ, ଅକ୍ରୁର ପ୍ରଧାନ, ବୀର ପ୍ରଧାନ ଓ ଅର୍ଜୁନ ପ୍ରଧାନ ପ୍ରମୁଖଙ୍କ ୫ ବଖରା ଘର ଓ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିପନ୍ନ ପରିବାରକୁ କ୍ଷତିପୁରଣ ବେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.