ପୁଣି ଆସୁଛି ଆଉ ଏକ ଲଘୁଚାପ!

0 264

ଭୁବନେଶ୍ୱର,୬/୦(ଏସ ଏସ ନିୟୁଜ) ପୁଣି ଆସୁଛି ଆଉ ଏକ ଲଘୁଚାପ।୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ କ୍ଷେତ୍ର ।ଅଧିକ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଦିଗକୁ ଗତି କରିବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.