ଖୋର୍ଦ୍ଧା,୨୧।୩(ଏସଏସନିଉଜ)ଖୋର୍ଦ୍ଧା ୧୬ ନମ୍ୱର ଜାତୀୟ ରାଜପଥ ପିତାପଲ୍ଲି ଛକ ନିକଟରେ ଦୃଘଟଣା ଘଟିଛି।ଟ୍ରକ ପିକ୍ଅପ୍ ଭ୍ୟାନ ଧକ୍କାରେ ଦୁଇଜଣ ମୃତୁବରଣ କରିଛନ୍ତି । ଅ।ଜି ସକାଳୁ ଜାତୀୟ ରାଜପଥ ରେ ଏହି ଦୃଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାରକାର୍ୟ୍ୟ କରିବା ସହ ପୋଲିସକୁ ଖବର ଦେଇଥିଲେ ।
