ସୁନାଚେନ୍ ଝାମ୍ପିନେଲେ ଲୁଟେରା

0 210

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ମହିଳାଙ୍କଠୁ ସୁନାଚେନ ଝାମ୍ପିନେଇଛନ୍ତି ଲୁଟେରା । ସିସିଟିଭି ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ । ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ତଳେ ପକାଇ ଛିଡ଼ାଇ ନେଲେ ସୁନା ଚେନ୍ । ଭୁବନେଶ୍ୱର ଲକ୍ଷ୍ମୀସାଗର ଓସ୍କାର ସିଟି ଘଟିଛି ଏହି ଘଟଣା । ମହିଳା ଜଣଙ୍କ ରାତି ୩ଟା ୪୦ରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଲୁଟର ଶିକାର ହୋଇଥିଲେ ।

Leave A Reply

Your email address will not be published.