ପୋଡ଼ାଜଳା ହାତୀକଙ୍କାଳ ଉଦ୍ଧାର

0 189

ସମ୍ବଲପୁର,୨୪/୭(ଏସ ଏସ ନିଉଜ)ସମ୍ବଲପୁର ଧମା ରେଞ୍ଜ୍‌ରେ ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ମିଳିଛି ।ତବଲେଇ -ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ମିଳିଥିବାବେଳେ କୋଲଗାଁ ସଂରକ୍ଷିତ ଜଙ୍ଗଲରେ ଆଉ ଗୋଟିଏ ହାତୀର କଙ୍କାଳ ଠାବ ହୋଇଛି ।୨ଟି ସ୍ଥାନରେ କଙ୍କାଳ ଠାବ କଲା କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ ।

Leave A Reply

Your email address will not be published.