ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

0 173

ଭଦ୍ରକ,୨୯/୯(ଏସଏସନିୟୁଜ) ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଦକ୍ଷିଣସାହି ଗ୍ରାମର ବିଜୟ ମଲ୍ଲିକଙ୍କ ଘର ପଛପଟେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାସହ ପୋଲିସକୁ ଜଣାଇଥିଲେ । ଖବରପାଇ ପୁଲିସ ସହ ଅଗ୍ନିଶମ ବାହିନୀ ପହଂଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲେ ।ତେବେ ଅଚିହ୍ନା ମହିଳାଙ୍କ ମୃତ ଶରୀର ପୋଖରୀ ମଧ୍ୟକୁ ଆସିବାନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.