ପୋଲ ଉପରେ ଚାଲିଲା ବନ୍ୟାପାଣି

କେନ୍ଦୁଝର,୧୩/୮(ଏସଏସନିଉଜ)ବିଳମ୍ବିତ ରାତିରେ ପଦ୍ମପୁର ନିକଟସ୍ଥ ଭାଟୁଣିଆଁ ମାଛକାନ୍ଦଣା ପୋଲ ଉପରେ ବଢି ପାଣି ପ୍ରବାହିତ ହେବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି। କାଦଗଡ ରାସ୍ତା ଘୋସଡା ପୋଲ, ଭଣ୍ତାନାଳି ସାହି ପୋଲ ଜଳମଗ୍ନ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ କାଦଗଡ ବଡବିଲ ମହାନ୍ତସାହି ପୋଲରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି ।

- Advertisement -

Leave A Reply

Your email address will not be published.