ପୋଲିସ ହାତରେ ଧରାପଡିଲା ବନ୍ଧୁକବେପାରୀ

0 237

ଭୁବନେଶ୍ବର,୨୨/୯(ଏସଏସନିୟୁଜ) ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ନାମକ ଯୁବକକୁ ପୋଲିସ ଗିରଫ କରିବାସହ ତାଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ଭାବଗ୍ରାହୀ ।ଭାବ ବ୍‌ାରଉନସୁଗାର ବିକ୍ରି କରିବାକୁ ଆସୁଥିବାର ପୁର୍ବ ସୁଚନାପାଇ ପୋଲିସ ପ୍ରସ୍ତୁତିମୁତାବକ ଜଗି ରହିଥିଲା ।ଭାବଗ୍ରାହୀ ଆସିବାପରେ ତାକୁ ଧରିବାରେ ସ୩ମ ହୋଇଥିଲା ପୋଲିସ ।

Leave A Reply

Your email address will not be published.