ପୁଲିସ ଜବତ କଲା ୧୦ ଲକ୍ଷର ବ୍ରାଉନସୁଗାର

0 152

ରାଉରକେଲା,୨୮/୨(ଏସଏସନିଉଜ) ଛଅ ବ୍ରାଉନସୁଗାର ବେପାରୀଙ୍କୁ ଧରିଲା ପ୍ଲାଣ୍ଟସାଇଟ ପୁଲିସ ।ସେମାନଙ୍କଠାର ୩୨୨.୩୪ ଗ୍ରାମର ବ୍ରାଉନସୁଗାର, ଦୁଇଟି ଦେଶୀ ବନ୍ଧୁକ, ସାତଟି ଅଫୁଟା ଗୁଳି, ମୋଟର ବାଇକ, ଦୁଇଟି ସ୍କୁଟି, ନଗଦ ୧.୨୬ ଲକ୍ଷ ଟଙ୍କା, ୬ଟି ମୋବଇଲ, ୨୫ ଲକ୍ଷ ଟଙ୍କାର ଦୁଇଟି ବଣ୍ଡ, ୧୩ ଲକ୍ଷ ଟଙ୍କା ଜମା ଥିବା ପାସବୁକ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ।ଗିରଫ ହୋଇଥିବା ୬ଜଣ ବ୍ରାଉନସୁଗାର ବେପାରୀ ହେଲେ ରୋଶନ ରାୟ, ମହମ୍ମଦ ଇଫରାନ ଆଲମ, ନସୀମ, ସାହା ନାୱାଜ ଖାନ, ନୌସାଦ ଖାନ, ବିବେକ ସୋନକର, ବଜରଙ୍ଗ ସାହା ଓ ମହମ୍ମଦ ଜରଦ।

Leave A Reply

Your email address will not be published.