ପ୍ରଶିକ୍ଷଣ ବେଳେ ହେଲା ଅଘଟଣ-ହାବିଲଦାରମୃତ,୨ଆହତ

0 223

ଚନ୍ଦକା,୭/୪(ଏସ୍‌ଏସ୍‌ନିୟୁଜ) ଚନ୍ଦକାସ୍ଥିତ ଏସଓଜିଟ୍ରେନିଂସେଂଟରଠାରେ କ୍ୟାଡେଟ୍ ସର୍ଜେଂଟ ମାନଙ୍କ ଏକ ପ୍ରଶିକ୍ଷଣମଙ୍ଗଳବାରଅପରାହ୍ନରେ ଚାଲିଥିବାବେଳେ ।ଅଭାବନୀୟ ଘଟଣା କ୍ରମରେ ଗ୍ରେନେଡର ଅକସ୍ମାତ ବିସ୍ପୋରଣ ଘଟିଥିଲା ।ଏହି ବିସ୍ପୋରଣ ଫଳରେ ପ୍ରଶିକ୍ଷକ ହାବିଲଦାର ପ୍ରକାଶସାହୁ ଏବଂ ଜଣେ କ୍ୟାଡେଟ୍ ସର୍ଜେଂଟ ଗୁରୁତର ଆଘାତପ୍ରାପ୍ତହୋଇଥିବା ବେଳେ ଆଉଜଣେ କ୍ୟାଡେଟ୍ ସର୍ଜେଂଟ ସାମାନ୍ୟ ଆଘାତ ପାଇଛନ୍ତି ।ସମସ୍ତ ଆଘାତମାନଙ୍କୁ ଏକ ଘରୋଇଡାକ୍ତରଖାନାରେ ଚିକିସ୍‌ାପାଇଁ ଭର୍ତି କରାଯାଇଥିବାବେଲେ ପ୍ରଶିକ୍ଷକ ହାବିଲଦାର ପ୍ରକାଶସାହୁଙ୍କର ମୃତ୍ୟୁ ଘଟିଛି । ଅନ୍ୟମାନଙ୍କର ଅବସ୍ଥା ସ୍ଥିର ରହିଛି । ପ୍ରକାଶସାହୁ ଏସଓଜିରେ ପ୍ରଶିକ୍ଷକଭାବେ କାର୍ଯ୍ୟ କରୁଥିଲେ ।ରାଜ୍ୟଆରକ୍ଷୀମହାନିର୍ଦ୍ଦେଶକ ଏ ଦୁର୍ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଓ ମୃତ ହାବିଲଦାରଙ୍କ ପରିବାରପ୍ରତି ଗଭିର ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.