ପ୍ରତିରକ୍ଷାମନ୍ତ୍ରୀ ହେଲେ କରୋନା ସଂକ୍ରମିତ

0 195

ଭୁବନେଶ୍ୱର ,୧୦/୧(ଏସଏସନିୟୁଜ) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇସେ ଘରେ ସଙ୍ଗରୋଧରେ ରହି ଥିବାନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।ତାଙ୍କ ନିକଟରେ କରୋନାର କୌଣସି ବଡ ଲକ୍ଷଣ ନଥିବା ବେଳେ ସେ ସାମାନ୍ୟ ଲକ୍ଷଣ ସହ ପଜିଟିଭ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜକୁ ସଙ୍ଗରୋଧରେ ରଖିବା ସହ କରେନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.