୧୦୦ ଟପିଲା ଓମିକ୍ରନ ମାମଲା

0 153

ଭୁବନେଶ୍ୱର ,୧୦/୧(ଏସଏସନିୟୁଜ) ରାଜ୍ୟରେ ଆଉ ୨୮ ଓମିକ୍ରନ୍‍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍‍ ସୂଚନା ଦେଇଛି । ଫଳରେଆଜିର ଓମିକ୍ରନ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ୍‍ ୧୦୩ରେ ପହଞ୍ଚିଛି । ପୂର୍ବରୁ ରାଜ୍ୟରେ ୭୫ଜଣଙ୍କ ଠାରେ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା ।

Leave A Reply

Your email address will not be published.