ପରଲୋକରେ ରାଜ୍ୟସଭାର ପୂର୍ବତନ ସାଂସଦ ଚନ୍ଦନ ମିତ୍ର

0 205

ନୂଆଦିଲ୍ଲୀ,୨/୯(ଏସଏସନିୟୁଜ) ରାଜ୍ୟସଭାର ପୂର୍ବତନ ସାଂସଦ ତଥା ସମ୍ବାଦପତ୍ର ‘ପାୟନିୟର୍‌’ର ସମ୍ପାଦକ ଡକ୍ଟର୍ ଚନ୍ଦନ ମିତ୍ରଙ୍କର ଗତରାତିରେ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ୨୦୦୩ରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ହୋଇ ରାଜନୈତିକ ‘କ୍ୟାରିୟର୍‌’ ଆରମ୍ଭ କରିଥିବା ଚନ୍ଦନ ମିତ୍ର ଦ୍ବିତୀୟ ଥରପାଇ ୨୦୧୦ରେ ମଧ୍ୟ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ବିଜେପି ସାଂସଦ ହୋଇଥିଲେ ।

Leave A Reply

Your email address will not be published.