ପୁଣି ୨କରୋନା ପଜିଟଭ ଚିହ୍ନଟ

0 357

ଭୁବନେଶ୍ୱର,୯/୪(ଏସଏସନିୟୁଜ) ରାଜ୍ୟରେପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଲା । ଢେଙ୍କାନାଳଜିଲ୍ଲାର ସହରାଂଚଳର ୫୧ବର୍ଷୀୟ ମହିଳା କରୋନା ପଜିଟିଭ ହୋଇଛନ୍ତି । ଏ ସର୍ମ୍ପକରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି ।ପ୍ରଥମଥରପାଇଁ ଢେଙ୍କାନାଳ ଜଣେ ୫୧ବର୍ଷର ମହିଳା କରୋନା ଭୁତାଣୁରେ ସଂକ୍ରାମିତ ହୋଇଛନ୍ତି ।ପଶ୍ଚିମବଙ୍ଗର ମେଦିନପୁରରୁ ଆସି ଭୁବନେଶ୍ୱରର ଏକ ଘରୋଇ ହ୍‌ସପିଟାଲରେ ଚିକିସ୍ସି ତ ହେଉଥିବା ଜଣେ ୬୯ବର୍ଷିୟ ବ୍ୟକ୍ତି କରୋନସଂକ୍ରାମଣରେ ଆକ୍ରାନ୍ତ ହୋଇଥିବାର ଚିହ୍ନଟ ହୋଇଛି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧିପାଇ ୪୪ରେ ପହଁଚିଛି ।

Leave A Reply

Your email address will not be published.