ପୁଣି ୨୦ଆକ୍ରାନ୍ତ,ସଂଖ୍ୟା ହେଲା ୪୧୪

0 274

ଭୁବନେଶ୍ୱର,୧୧/୫(ଏସଏସନିୟୁଜ)ଧିରେଧିରେ ରାଜ୍ୟରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି ।କରୋନା ଗୋଟିକ ପରେ ଗୋଟିଏ ଜିଲ୍ଲା କୁ ଗ୍ରାସ କରିଚାଲିଛି ।ଏବେ ଗଞାମରୁ ୧୭ଜଣ ,ସୁନ୍ଦରଗଡରୁ ୨ଜଣ ଓ ବୈାଦ୍ଧରୁ ଜଣଙ୍କୁ ମିଶାଇ ସମୁଦାୟ ୨୦ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଁଚିଛି । ସେଥିମଧ୍ୟରେ ଗଞାମରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୫୪ଜଣ ,ସୁନ୍ଦରଗଡରେ ୧୬ ଓ ବୈାଦ୍ଧରେ ୪ରେ ସଂଖ୍ୟା ପହଁଚିଛି ।ଆଜି ତିନଟି ପର୍ଯ୍ୟାୟରେ ମୋଟ ୩୭ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁସ୍ଥହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧିପାଇଥିବାବେଳେ ସେଥିମଧ୍ୟରେ ସୁନ୍ଦରଗଡରୁ୭ଜଣ,ଖୋର୍ଦ୍ଧାରୁ ୫ଜଣ ,ଭଦ୍ରକରୁ୩ଜଣ ଓ ବାଲେଶ୍ୱରରୁ ୨ଜଣ ସୁସ୍ଥ ହୋଇଥିବା ତାଲିକାରେ ରହିଛନ୍ତି । ସେହିଡଭଳିଭାବେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୨୬ଜଣ ବିଭିର୍ଣ ଡାକ୍ତରଖାନାରେ ଚିକିସ୍‌ାଧିନ ରହିଛନ୍ତି ।

Leave A Reply

Your email address will not be published.