ପୁଣି ୩ ଚିହ୍ନଟ,ସଂଖ୍ୟା ୧୨୨କୁ ବୃଦ୍ଧି

0 481

ଭୁବନେଶ୍ୱର,୨୯/୪(ଏସଏସନିୟୁଜ)ପୁଣି ୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ୩ କରୋନା ରୋଗୀ କେଉଁଝର,ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି ।ଏହି ୩ ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କସଂଖ୍ୟା ବୃଦ୍ଧିପାଇ ୧୨୨ରେ ପହଛଁଚିଛି ।ଏଥିମଧ୍ୟରୁ ୩୮ଜଣ ସୁସ୍ଥ ହୋଇଛନ୍ତି ।୮୩ଜଣ ବିଭିର୍ଣ ହସ୍‌ପିଟାଲରେ ଚିକିସ୍‌ଧିନ ଅଛନ୍ତିା ଭୁବନେଶ୍ୱରରେ ସର୍ବାଧିକ ୪୭ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏହି କରୋନା ମହାମାରୀ ଏବେ ୧୪ଟି ଜିଲ୍ଲାକୁ ଗ୍ରାସ କରିସାରିଲାଣି ।

Leave A Reply

Your email address will not be published.