ପୁଣି ଆଜି ଭୁବନେଶ୍ୱରରୁ ୭୪୫

0 178

ଭୁବନେଶ୍ୱର, ୨୪ /୪(ଏସଏସନିୟୁଜ) ପୁଣି ଆଜି ଭୁବନେଶ୍ୱରରୁ  ୭୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୭ ଜଣ ଚିହ୍ନଟ ହୋଇଥିବା ବେଳେ ୫୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ସଂକ୍‌ାରମିତଙ୍କ ମଧ୍ୟରେ ବଡଗଡ, ଚନ୍ଦ୍ରଶେଖରପୁର, ବିଜେପି ନଗର, ଚକେଇସିଆଣି, ବରମୁଣ୍ଡା, ଡୁମୁଡୁମା, ଖଣ୍ଡଗିରି , ଝାରପଡା, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ମଂଚେଶ୍ୱର ଆଦି ଅଂଚଳ ରହିଥିବାବେଳେ ୨୪ ଘଂଟା ଭିତରେ ୩୯୯ ଆକ୍ରାନ୍ତ ସୁସ୍ଥ ଭୁବନେଶ୍ୱରରୁ ହୋଇ ଘରକୁ ଫେରିଛନ୍ତି ବୋଲି । ଟ୍ବିଟ୍ କରି ସୂଚନା ଦେଇଥିବା ବିଏମସି ରିପୋର୍ଟ ରେ ଦର୍ଶାଯାଇଛି ।

Leave A Reply

Your email address will not be published.