ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍ ଦର

0 250

ନୂଆଦିଲ୍ଲୀ,୧୫/୨(ସତ୍ୟସନ୍ଧାନ ଡେସ୍କ ) ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର୍ ଆକାଶ ଛୁଆଁ ହୋଇଥବା ବେଳେ ପୁଣି ଥରେ ରନ୍ଧନ ଗ୍ୟାସ୍ ଏଲ୍‌ପିଜିର ମୂଲ୍ୟ ବୃଦ୍ଧି ପାଇଛି ।ଏକ ୧୪ କିଲୋଗ୍ରାମ ଅଣସବ୍‌ସିଡି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାଯାଇଛି । ସୋମବାର ଦିନ ୧୨ଟା ପରଠାରୁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି ।ପୂର୍ବରୁ ଗ୍ୟାସ ସିଲିଣ୍ଡର ୭୧୯ ଟଙ୍କା ଥିବା ବେଳେ ଦର ବୃଦ୍ଧି ଫଳରେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କା ହୋଇଛି ।

 

Leave A Reply

Your email address will not be published.