ପୁଣି ବଢ଼ିଲା LPG ଗ୍ୟାସ୍‌

0 221

ଭୁବନେଶ୍ୱର,୧/୭(ଏସ ଏସ ନିୟୁଜ)ଆଜି ପୁଣି ବଢ଼ିଲା LPG ଗ୍ୟାସ୍‌ ।ସବ୍‌ସିଡିରେ ମିଳୁଥିବା ୧୪.୨ କେଜିର LPG ସିଲିଣ୍ଡର ପିଛା ଦର ୨୫.୫୦ ଟଙ୍କା ବୃଦ୍ଧି ହୋଇଛି।ଫଳରେ ଭୁବନେଶ୍ବରରେ ଭାରତ ଗ୍ୟାସ ସିଲିଣ୍ଡର ଦର ୮୬୧କୁ ବୃଦ୍ଧି ହୋଇଛି। ଗତ ୬ ମାସରେ ଗ୍ୟାସ୍‌ ଦର ୧୪୦ ଟଙ୍କା ବଢ଼ିଥିବା ଜଣାପଡିଛି।

Leave A Reply

Your email address will not be published.