ଜବତ ହେଲା ୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ

0 143

ଗଂଜାମ,୧/୭(ଏସଏସନିୟୁଜ) ପାଟପୁର ଖପରାଗଣ୍ଡ ଗାଁର ଜଣଙ୍କ ଘରୁ ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏତେପରିମାଣର ଗଞ୍ଜେଇକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ର ଅନୁମାନ ହେଉଥିବାବେଳେ ଏତେ ପରିମାଣର ଗଞ୍ଜେଇ ଜବତ ପରେ କେଉଁଠୁ ଆସିଲା ସେନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

Leave A Reply

Your email address will not be published.