ପୂର୍ବତନ ପ୍ରଶାସକ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ.

0 159

ଭୁବନେଶ୍ୱର,୨/୮(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସହ କାର୍ଯ୍ୟକାରୀ ସଭାପତି ଓ ଅଧ୍ୟକ୍ଷ ଭାବେ ଶ୍ରୀ ତ୍ରିପାଠୀଙ୍କୁ ଦାୟିତ୍ୱ ନିର୍ବାହ କରିବେ । ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ ଉପେନ୍ଦ୍ର.ା ଗଞ୍ଜାମ ଜିଲ୍ଲାର ରମ୍ଭା ନିକଟ କହକପୁରରେ ଜନ୍ମିତ ଶ୍ରୀ ତ୍ରିପାଠୀ କର୍ଣ୍ଣାଟକ କ୍ୟାଡର୍ ୧୯୮୦ ବ୍ୟାଚ୍ ଆଇଏଏସ୍ ଅଫିସର୍ ଭାବେ କାର୍ଯ୍ୟାରମ୍ଭ କରିଥିଲେ ।

Leave A Reply

Your email address will not be published.