ପୁରୀରେ ବୋମାମାଡ

0 262

ପୁରୀ, ୨୪/୬(ଏସଏସନିଉଜ)ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ ହୋଇଛି ।ବୋମାମାଡର କାରଣ ଜଣାପଡିନଥିବାବେଳେ ବୋମାମାଡ ରେ ଜଣେ ଆହତ ହୋଇଥିବାର ଜଣାପଡିଛି ।ଆହତଙ୍କୁ ଚିକସ୍‌ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.