ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

0 351

ଭୁବନେଶ୍ୱର,୩/୭(ଏସ ଏସ ନିୟୁଜ)ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି । ୨ ଥରର ବିଧାୟକ ଧାମି ପୂର୍ବରୁ କେବେ ମନ୍ତ୍ରୀ ବି ହୋଇନାହାନ୍ତି ।ଏବେ ଉଧମ ସିଂ ନଗରରୁ ବିଧାୟକ ରହିଥିବାବେଳେ ରାଜ୍ୟ ଯୁବ ବିଜେପିର ସଭାପତି ତଥା ଜଣେ ଓକିଲ ଭାବେ ବେଶ ପରିଚିତ । ତୀରଥ ସିଂ ରାୱତଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ରାୱତ ।

Leave A Reply

Your email address will not be published.