ରାଜଧାନୀ ରାଜରାସ୍ତାରେ ହକ୍ ପାଇଁ ଆନ୍ଦୋଳନ

0 130

ଭୁବନେଶ୍ୱର,୨୩ା୨(ଏସଏସନିଉଜ)ଆଶାକର୍ମୀଙ୍କଠାରୁ ଅଧ୍ୟାପକଙ୍କ ପର୍ଯ୍ୟନ୍ତ  ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ସ୍ଥାୟୀ ନିଯୁକ୍ତି ଓ ଦରମାବୃଦ୍ଧି ଦାବିରେ ଆଶାକର୍ମୀଙ୍କ ଧାରଣା ଦିଆଯାଇଛି। ୨୬ହଜାରଦରମା ଓ ୧୦ହଜାର ପେନସନ୍ ଆଶାକର୍ମୀଙ୍କ ଦାବି କରାଯାଇଛି ।ପେନ୍‌ସନ୍ ଲାଗୁ ଦାବିରେ ୬୬୨ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଚାଲିଛି। ସର୍ବନିମ୍ନ ଦରମାଦାବିରେ କୃଷକ ସାଥୀ ଧାରଣାରେ ବସିଛନ୍ତି ।

 

Leave A Reply

Your email address will not be published.