ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ

0 136

ପୁରୀ,୨୩ା୨(ଏସଏସନିଉଜ) ଉତ୍କଳମଣି ଗୋପବନ୍ଧୁଦାସଙ୍କ ଜୀବନଚର୍ଯ୍ୟକୁନେଇ ପ୍ରସ୍ତୁତ ସଂଗ୍ରହାଳୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଉତ୍କଳମଣି ଗୋପବନ୍ଧୁଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ଲୋକାର୍ପିତ ହୋଇଛି ସଂଗ୍ରହାଳୟ। ଏହାସହ ଉତ୍କଳମଣି ଗୋପବନ୍ଧୁଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ଲୋକେଶ୍ୱର ମନ୍ଦିରର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୫କୋଟିଟଙ୍କା ବ୍ୟୟବରାଦର ଏହି ପ୍ରକଳ୍ପ ଯୋଗୁ ବଦଳିଛି ସୁଆଣ୍ଡୋର ଚିତ୍ର।

Leave A Reply

Your email address will not be published.