ମହାନଦୀରେ ଜଳପ୍ରବାହ କମିଛି !

0 129

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ବିଗତ କିଛିବର୍ଷରେ ମହାନଦୀରେ ଜଳପ୍ରବାହ କମିଛି। ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ଯୋଗୁଁ ଜଳପ୍ରବହ କମୁଛି। ଗୃହରେ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଉତ୍ତରରେ ଏହା କହିଛନ୍ତି।ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ୮ଟି ବ୍ୟାରେଜ କରିଛି’। ‘ବ୍ୟାରେଜ କରି ଛତିଶଗଡ଼ ପାଣି ଅଟକାଉଥିବାରୁ ଜଳପ୍ରବାହ କମୁଛି ବୋଲି ମନ୍ତ୍ରୀ କହୁଛନ୍ତି।

Leave A Reply

Your email address will not be published.