ରାଜଧାନୀରେ ୧୨ ପଜିଟିଭ

0 543

ଭୁବନେଶ୍ୱର,୧/୭(ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ ଲୋକାଲ ହୋଇଥିବାବେଳେ ୪ଜଣ ପେଡ୍‌ହୋମ କ୍ୱାରେଟାଇନରେ ରହିଥିଲେ ।ଏହି ପେଡ୍ କ୍ୱାରେଟାଇନରେ ଆକ୍ରାନ୍ତ ଙ୍କ ମଧ୍ୟରେ ଟଙ୍କପାଣି ରୋଡ ଅଂଚଳରୁ ୨ଜଣପୁରୁଷ, ଶୈଲଶ୍ରୀବିହାର ଅଂଚଳରୁଜଣେପୁରୁଷ ଓ ଖଣ୍ଡଗିରି ଅଂଚଳରୁ ଜଣେ ପୁରୁଷ ପଜିଟିଭ ଚିହ୍ନଟ ହୋଇଛି ।ସେହିଭଳିଭାବେ ଲୋକାଲକେଶରେ ଆକ୍ରାନ୍ତଙ୍କ ମଧ୍ୟରେ ଡୁମଡୁମା ରଘୁନାଥନଗରବସ୍ତୀ ଅଂଚଳରେ ଜଣେପୁରୁଷ ଓ ଜଣେ ମହିଳା,ଡୁମଡୁମା ସୁଖବିହାର ବସ୍ତୀ ଅଂଚଳରେ ଜଣେପୁରୁଷ ,ଶ୍ରିରାମନଗର ଲୟଲା ସ୍କୁଲ ନିକଟରେ ଜଣେ ମହିଳା,ପ୍ରାଇଭେଟହସ୍ପିଟାଲରେ ଜଣେ ପୁରୁଷ, ନିଳାଦ୍ରିବିହାର ସେକ୍ଟର -୨ ଅଂଚଳରେ ଜଣେ ପୁରୁଷ,ଜାଗମରା କ୍ରିଷ୍ନାଗାର୍ଡେନରେ ଅଂଚଳରେ ଜଣେ ପୁରୁଷ,ୟୁନିଟ୨ଅଂଚଳରେ ଜଣେ ମହିଳାଙ୍କର ପଜିଟିଭ ଚିହ୍ନଟ ହୋଇଛିି ।ଏଥିସହିତ ୭ଜଣ ସୁସ୍ଥ ହୋଇଥିବାର ବିଏମସି ପକ୍ଷରୁ ଟୁଇଟ କରି କୁହାଯାଇଛି ।

Leave A Reply

Your email address will not be published.