କଟକ,୨୩।୨(ଏସଏସନିଉଜ) ବରଯାତ୍ରୀ ବନ୍ଧୁକଧରି ନାଚିବା ଅଭିଯୋଗରେ ଅଟକ ହୋଇଛନ୍ତି। ଶଙ୍କରପୁରରୁ ଏଲ୍ଆଇସି କଲୋନୀକୁ ବରଯାତ୍ରୀ ହୋଇ ଆସିଥିଲେ। ବନ୍ଧୁକ ଦେଖାଇ ନାଚିଥିବା ଯୁବକକୁ ବାଦାମବାଡ଼ି ପୋଲିସ ଅଟକ ରଖି ପଚରାଉଚରା ଚଲାଇଛି।

Prev Post
Next Post