ସ୍କ୍ରାପ୍ ହେବ ୨୦ଲକ୍ଷ ଗାଡ଼ି

0 186

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ରାଜ୍ୟରେ ସ୍କ୍ରାପ୍ ହେବ ୨୦ଲକ୍ଷ ୩୯ହଜାର୫୦୦ଗାଡ଼ି। ୧୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ୍ ନଥିବା ଗାଡ଼ିକୁ ସ୍ପ୍ରାପିଂ କରାଯିବ। ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ଦେଇଛନ୍ତି। ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ସର୍ବାଧିକ ବାଇକ ଓ ସ୍କୁଟର। ୧୨ଲକ୍ଷ ୯୯ହଜାର ୩୫୧ଟି ବାଇକ ଓ ସ୍କୁଟର ସ୍କ୍ରାପିଂ କରାଯିବ। ରାଜ୍ୟରେ ୮୦ ଲକ୍ଷ ୨୦ହଜାର ୫୦୦ଗାଡ଼ିର ଫିଟନେସ୍ ରହିଛି।ମାର୍ଚ୍ଚ୧୫ ସୁଦ୍ଧା ଗାଡି ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏନେଇ ଗୃହରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ।

Leave A Reply

Your email address will not be published.