ରାସ୍ତାରେ ଢାଲିଲେ ମଦ

0 292

ଆଠଗଡ,୧୩/୧୧(ଏସ୍‌ଏସ୍‌ନିୟୁଜ)ରାସ୍ତାରେ ଢଳାଗଲା ଦେଶୀ ମଦ ।ଏହିଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା ଆଠଗଡର କରୋଙ୍ଗାଗ୍ରାମରେ । ଆଜି ଜି୍‌ଲା ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳପରିମାଣର ଦେଶୀମଦ ଜବତ କରାଯାଇଛି । ଅବକାରୀବିଭାଗର କର୍ମଚାରୀମାନେ ୧୪୦ଲିଟର ଦେଶୀ ମଦଜବତ କରିବା ସହ ରାସ୍ତାରେ ଦେଶୀ ମଦକୁ ଢାଳିଦେଇଥିଲେ ।ଏହାସହ ମଦ ପାଇଁ ରହିଥିବା ୩୫ହଜାରେ ଲିଟର ଗୁଡପୋଚ ମଧ୍ୟ ନଷ୍ଟକରିଦେଇଥିଲେ । କଟକ ଜିଲ୍ଲାପାଳ ଭବାନିଶଙ୍କର ଚଇନିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା ।

Leave A Reply

Your email address will not be published.