ରେଢ଼ାଖୋଲ ବନ୍ଦ

0 158

ରେଢ଼ାଖୋଲ,୪/୭(ଏସଏସନିଉଜ) ଏନ୍ଏଚ୍ ୫୫ ମରାମତି ଦାବିରେ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ହୋଇଛି ।ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଭୀମଭୋଇ ଛକ ଓ ମେଡିକାଲ ଛକରେ ରାସ୍ତା ଅବରୋଧ କରାଯାଇଛି ।ଯାହାଫଳରେ ଦୋକାନ, ବଜାର ବନ୍ଦ ରହିବାସହ ଶହ ଶହ ଗାଡିଲ ମଟର ଏନ୍ଏଚରେ ଅଟକି ରହିଛି ।

 

Leave A Reply

Your email address will not be published.