ରେଳଧାରଣା ବିଦ୍ୟୁତ ଖୁଣ୍ଟରୁ ମୃତଦେହ ଉଦ୍ଧାର

0 226

ଜଟଣୀ,୨୮/୨(ଏସଏସନିୟୁଜ) ମାଣିଆଛକ ନିକଟସ୍ଥ ରେଳଧାରଣାର ବିଦ୍ୟୁତଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ରହିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି ।ପୋଲିସ ମୃତକ ଙ୍କ ପକେଟରୁ ପରିଚୟପତ୍ର ଓ ଆଧାରକାର୍ଡ ପାଇବାପରେ ସେ ଭୂବନେଶ୍ୱର ବୁଦ୍ଧେଶ୍ୱର କଲୋନୀ ପୁଲିସାହିର ଲିଙ୍ଗରାଜ ପ୍ରଧାନ(୫୦) ଓ ସେ ଭୂବନେଶ୍ୱରସ୍ଥିତ ରେଳଷ୍ଟେସନରେ ଲାଇସେନ୍ସ ପୋଟରଭାବେ କାର୍ଯ୍ୟକରନ୍ତି ବୋଲି ଜାଣିବାକୁ ପାଇଥିଲେ ।ପୋଲିସ ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇ ପଠାଇଥିଲେ ।

Leave A Reply

Your email address will not be published.