ରାସ୍ତାରେ ଥୁଆହୋଇଛି ଗରାବାଲଟି

0 103

ଉଦଳା,୨୮।୪(ଏସଏସନିଉଜ)ବସୁଧା ଯୋଜନାରେ ପାଣି ନମିଳିବାରୁ ରାସ୍ତାରୋକ କରିଛନ୍ତି ଲୋକ। କପ୍ତିପଦାବ୍ଲକ କଳିଅଳମ ପଞ୍ଚାୟତବାସୀ ପାଣି ପାଇଁ ରାସ୍ତାରୋକ କରିଛନ୍ତି। ପଡ଼ାଡ଼ିହା ITI ଛକରେ ଗରା , ବାଲଟି ରଖି ପଞ୍ଚାୟତବାସୀଙ୍କ ଅଭିନବ ଭାବରେ ରାସ୍ତାରୋକ କରିଛନ୍ତି ।ଯାହାଫଳରେ ରାସ୍ତାଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.