ଅତିଥିଭବନରେ ଖାଦ୍ୟଖାଇ ୧୨ ଅସୁସ୍ଥ

0 118

କୋରାପୁଟ,୨୮।୪(ଏସଏସ ନିଉଜ)କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳିତ ଅତିଥି ଭବନରେ ଖାଦ୍ୟଖାଇ ୧୨ଜଣପର୍ଯ୍ୟଟକ ଅସୁସ୍ଥ ହୋଇ ପଡିଛନ୍ତି।ଖାଇବାର କିଛିସମୟ ପରେ ପର୍ଯ୍ୟଟକ ମାନେ ଅସୁସ୍ତ ହୋଇପଡିଥିଲେ। ଅସୁସ୍ଥ ପର୍ଯ୍ୟଟକଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.