ରୋହିତ ପୂଜାରୀ ଙ୍କୁ କରୋନା

0 248

ସମ୍ବଲପୁର,୫/୮(ଏସଏସନିୟୁଜ) ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ, ତାଙ୍କ ପତ୍ନୀ ବୈଶାଳି ପୂଜାରୀ ଏବଂ ପିତା ରମେନ୍ଦ୍ର ନାଥ ପୂଜରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରୋହିତ ଓ ତାଙ୍କ ପତ୍ନୀ ଅବସ୍ଥା ଭଲ ଥିବାବେଳେ ରମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାର ଜଣାପଡିଛି ।

Leave A Reply

Your email address will not be published.