ଶବ ସତ୍କାରରେ ବିବାଦ

0 123

ଉମରକୋଟ,୨୯/୧୦(ଏସଏସ ନିଉଜ)ଉମରକୋଟରେ ପୁଣି ମଶାଣି ବିବାଦ ଦେଖାଦେଇଛି।ହୋଇପାରୁନି ଶବ ସତ୍କାର । ମୃତକଙ୍କ ପରିବାର ଧର୍ମ ପରିବର୍ତ୍ତନ କରିବା ଅଭିଯୋଗରେ ଗାଁରେ ବିରୋଧ; ଗୁଲିବଡ଼ନା ଗାଁ ମଶାଣିରେ ବୃଦ୍ଧଙ୍କ ମୃତଦେହ ପୁରାଇ ଦେଉନାହାନ୍ତି ଗାଁ ଲୋକେ।

Leave A Reply

Your email address will not be published.