ସଚେତନ କରାଇଲେ

0 126

କଟକ,୨୧/୧୧(ଏସଏସନିଉଜ) ବାଲ୍ୟବିବାହ ଭଳି କୁ୍‌ପ୍ରଥାକୁ ରୋକି୍ହେବ ।ଜିଲ୍ଲାପ୍ରଶାସନଆକ୍ସଡେ ୟୁନିସେଫର ମିଳିତ ଆନୁକୁଲ୍ୟରେ ସୋମବାରଦିନ ବିକାଶ ଭବନଠାରେ କିଶୋରବୟସ୍କଙ୍କପାଇଁ ଜୀବନଶୈଳୀ, ନିଯୁକ୍ତିଭିତିକ ଶିକ୍ଷା ଓ ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ପ୍ରଗତିମହାନ୍ତି, ସୈାମ୍ୟାସୁଚରିତା ସାହୁ , ଶୁଭଶ୍ରୀବିଶ୍ୱାଳ, , ସ୍ୱାଗତିକାପରିଡା ପ୍ରମୁଖ ଯୋଗଦେଇ ସ୍ୱୟଂସହାୟକଗୋଷ୍ଠିମାନଙ୍କମାଧ୍ୟମରେ ବାଲ୍ୟବିବାହ ନିରୋଧ କାର୍ଯ୍ୟକୁ କିପରି ଗ୍ରାମଂଚଳରେ ପ୍ରଚାର ଓ ପ୍ରସାର କରାଯାଇପାରିବ ସେଉପରେ ମତବ୍ୟକ୍ତ କରିଥିଲେ ।ନିବେଦିତାପାଣିଗ୍ରାହି ଏହାକୁ ସଂଯୋଜନା କରିଥିବାବେଳେ ନିଳେନ୍ଦ୍ରିସାହୁ ଧନ୍ୟବାଦ ଦେଇଥିଲେ ।

 

Leave A Reply

Your email address will not be published.