ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ

0 338

ଭୁୁବନେଶ୍ୱର୨୪/୧(ସତ୍ୟସନ୍ଧାନଡେସ୍କ)ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ: କଟକରେ ପତାକା ଉତ୍ତୋଳନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୁଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ପତାକା ଉତ୍ତୋଳନ କରିବେ । ସେହିଭଳିଭାବେ  କଳାହାଣ୍ଡିରେ ମନ୍ତ୍ରୀ ରଣେନ୍ଦ୍ରପ୍ରତାପସ୍ୱାଇଁ,ଗଞାମରେ ପଦ୍ମନାଭବେହେରା,ବାଲେଶ୍ୱରରେ ପ୍ରତାପଜେନା,ରାୟଗଡାରେ ଅରୁଣକୁମାର ସାହୁ,କନ୍ଧମାଳରେ ସୁଦାମମାରାଣ୍ଡି,ମୟୁରଭଞରେ ସୁଶାନ୍ତସିଂ,ବରଗଡରେ ନବକିଶୋରଦାସ,ସମ୍ବଲପୁରରେ ଟୁକୁନିସାହୁ,ନୟାଗଡରେ ଜଗନ୍ନାଥ ସାରକା,କେଉଁଝରରେ ଦିବ୍ୟଶଙ୍କର ମିଶ୍ର,ଯାଜପୁରରେ ଅଶୋକଚନ୍ଦ୍ରପଣ୍ଡା,ବଲାଙ୍ଗିରରେ ସମିରରଞନଦାସ,ସୁନ୍ଦରଗଡରେ ଜ୍ୟୋତିପ୍ରକାସ ପାଣିଗ୍ରାହୀ,କୋରାପୁଟରେ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ରଘୁନନ୍ଦନଦାସ,ଗଜପତିରେ ପଦ୍ମିନି ଦିଆନ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡିଛି  ।

 

 

Leave A Reply

Your email address will not be published.