ସଂକ୍ଷେପରେ ଆଜିର ଖବର,୩୧-୩-୨୦(ମଙ୍ଗଳବାର)

0 479

୧-ସରକାରୀକର୍ମଚାରୀଙ୍କୁ ମିଳିବ ଦରମା ୩ତାରିଖ ଓ ୯ତାରିଖ ସୁଦ୍ଧା ପେନସନ ।
୨-ବିଧାନସଭାର ଦିନିକିଆ ଅଧିବେଶନ,କରୋନାଛାଇରେ ଲୋଭେସବା ଭବନରେ ଘଂଟେ ୧୫ମିନଟ୍ ଚାଲିଲା ଗୃହ,୧ଲକ୍ଷ୫୫ହଜାରେକୋଟିଟଙ୍କାର ବ୍ୟୟବରାଦ ଅନୁମୋଦନ ।
୩-ଏପ୍ରିଲରୁ ଜୁନ ଅସମ୍ଭାଳ ତାତି । ଗ୍ରୀଷ୍ମକାଳିନ ତାପମାତ୍ରା ସ୍ୱାଭାବିକ ଠାରୁ ୦.୫ଡିଗ୍ରୀରୁ ୧ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ।
୪-ମା,ମାଉସୀ ଓ ଭଉଣୀମାନଙ୍କ ଉପରେ ବୋଝ ହୁଅନାହିଁ । ଘରେ ମହିଳାଙ୍କ କାମରେ ପୁରୁଷମାନେ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।
୫-ଓଡିଶାରେ ଅଉ ବଢିବନି ଆକ୍ରାନ୍ତଙ୍କ ସଂଖ୍ୟା । ପରୀକ୍ଷା ହୋଇଛି ୩୭୦ଜଣଙ୍କ ରକ୍ତନମୁନା,ପୁର୍ବ ୩ପଜିଟିଭ୍ ବ୍ୟତିତ ଅନ୍ୟସବୁ ନେଗେଟିଭ୍ ।
୬-ଲକ୍‌ଡାଉନରେ ସୀମା ଲଂଘି ପୋଲିସ ହରବର,ବଲାଙ୍ଗିରରେ ଦୁଇ କନେଷ୍ଟବଳ ସସପେଣ୍ଡ୍‌,ଚାନ୍ଦବାଲିରେ ଖାଇଲେ ଠେଙ୍ଗା ପାହାର ।
୭-ତାଲାବନ୍ଦ ବେଳେ ବାହାରେ ବୁଲି ରନ୍ଧାଖାଦ୍ୟ ଦେଲେ ୧୪୦୦ଜଣ । ହୋମ୍ କ୍ୱାରେଟଟାଇନ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । କଡା ଚେତାବନୀ ଦେଲେ ପୋଲିସ ଡିଜି ।
୮-ବିନା ଶୁକ୍ଳରେ ଚିକିସ୍‌। ପାଇବେ କରୋନା ସଂକ୍ରାମିତବ୍ୟକ୍ତି.ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟସରକାର ।
୯-ନୁଅଦିଲ୍ଲୀ-୩୦୦ଆକ୍ରାନ୍ତ ସଂଭାବନା,ପୋଲିସ ଘେରରେ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳ ।
୧୦-୨୧ଦିନ ପରେ ଆଉ ବଢିବନି ଲକ୍‌ଡାଉନ ସମୟସୀମା.ଏନେଇ ସ୍ପଷ୍ଟକଲେ କେନ୍ଦ୍ର କ୍ୟାବିନେଟ ସଚିବ ।
୧୧-ନୁଆଦିଲ୍ଲୀ-କରୋନା ପାଇଁ ମର୍ଣିୱାକ ମନା. ନମାନିଲେ କାର୍ଯ୍ୟାନୁଷ୍ଠାନ ।

Leave A Reply

Your email address will not be published.