ସାମାନ୍ୟ ବଚସାରୁ ମୁହାଁମୁହିଁ

0 156

ବ୍ରହ୍ମପୁର,୩୦/୯(ଏସଏସ ନିଉଜ)ସାମାନ୍ୟ ବଚସାରୁ MKCGରେ ହାଉସ୍ ସର୍ଜନ ଓ ନର୍ସିଂଷ୍ଟାଫ୍ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଛି।ଅଧୀକ୍ଷକଙ୍କ ଚାମ୍ବର ଆଗରେ ଉଭୟ ଗୋଷ୍ଠୀ ଧାରଣା ଦେଇଥିବାବେଳେ ICU ଓ କାଜୁଆଲିଟି ବ୍ୟତୀତ ଅନ୍ୟ ସବୁଠି କାର୍ଯ୍ୟ ବନ୍ଦ ରହିଛି।

Leave A Reply

Your email address will not be published.