ସମ୍ବଲପୁରରେ ନକଲି ନୋଟ ଜବତ

0 592

ସମ୍ବଲପୁର, ୮/୮(ଏସଏସନିୟୁଜ)ନକଲି ଟଙ୍କା ତିଆରି କରୁଥିବାଏକ ଗ୍ୟାଙ୍ଗ କୁ ଧରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୁଲିସ୍‌।ଏହାସହ ୬ ଜଣଙ୍କୁ ଗିରଫ କରିଛି ।ଏମାନେ ହେଲେ ସାଗର ସାହୁ, ଅଶୋକ ସାହୁ,ଶିବଶଙ୍କର ବଣିଆ.ଗୁଣନିଧି ଭୋଇ ,ସତ୍ୟନାରାୟଣ ନିରଳ ଓ ଅଭିରାମ ଝାଙ୍ଗଡ଼େ ।ପୋଲିସ ଏହି ଗ୍ୟାଙ୍ଗପାଖରୁ ୧୩, ୮୫,୦୦୦ ଟଙ୍କାର ନକଲି ନୋଟ , ନକଲି ନୋଟ୍ ଛାପୁଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ଜବତ କରାଯାଇଛି।

Leave A Reply

Your email address will not be published.