ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

0 37

କାମାକ୍ଷାନଗର,୨୫/୯(ଏସଏସନିୟୁଜ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାରୁହାଁ ପଞ୍ଚାୟତରସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛିା ଗତକାଲି ବିଳମ୍ବିତ ରାତିରେ କାରରେ ବାରୁହାଁରୁ କାମାକ୍ଷାନଗର ଆସୁଥିବା ବେଳେ ଜାମୁଝରା ନିକଟରେ ଏହି ଗୁଳିମାଡ଼ ହୋଇଥିଲା । ରାଜନୈତିକ ଶତ୍ରୁତାରୁ ଏହି ହତ୍ୟା ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଦୀପକ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ଏକାଧିକ ଗୁଳି ମାଡ କରିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.